ମହାକାଳପଡ଼ା ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

By

Published : Aug 13, 2022, 6:41 AM IST

thumbnail
କେନ୍ଦ୍ରାପଡା: ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ତ୍ରିରଙ୍ଗା ଶୋଭାଯାତ୍ରା ମହାକାଳପଡ଼ା ବଜାର ଠାରୁ ଆରମ୍ଭ ହୋଇ ବାୟାବାବା କଲେଜ ପର୍ଯ୍ୟନ୍ତ ଯାଇଥିଲା । ବିଜେପି ଜିଲ୍ଲା କୋଷାଧ୍ୟକ୍ଷ ପ୍ରତିମା ନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ସମେତ ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଦୁର୍ଗାପ୍ରଶନ୍ନ ନାୟକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦ ଏବଂ ଶତାଧିକ କର୍ମୀ ଏବଂ ନେତା ଯୋଗ ଦେଇଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.