ETV Bharat / bharat

ଆଜିର ରାଶିଫଳ: ଏହି ରାଶିଙ୍କ ଭାଗ୍ୟରେ ହେବ ବଡ଼ ଚମତ୍କାର, ଏମାନଙ୍କ ଭାଗ୍ୟରେ ରହିଛି ମାନସମ୍ମାନ ଯୋଗ - Daily Horoscope

author img

By ETV Bharat Odisha Team

Published : Sep 8, 2024, 12:01 AM IST

Ajira Rasifala: ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ରହିଛି ଧନପ୍ରାପ୍ତି ଯୋଗ । କେଉଁ ରାଶିର ବ୍ୟକ୍ତି ହେବେ ଭାଗ୍ୟଶାଳୀ । କେଉଁମାନେ ଭୋଗିବେ ଶାରୀରିକ ଓ ମାନସିକ ପୀଡ଼ା । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

DAILY HOROSCOPE
DAILY HOROSCOPE (ETV Bharat Odisha)
ଆଜିର ରାଶିଫଳ
ଆଜିର ରାଶିଫଳ (ARIES)

ମେଷ: ପ୍ରିୟଜନଙ୍କୁ ପ୍ରଭାଵିତ କରିବା ପାଇଁ ପ୍ରୟାସ କରିବେ । ଅଜଣା କାରଣରୁ ଆପଣ ନିଜ ଲୋକ ଓ ବନ୍ଧୁମାନଙ୍କ ନିକଟରେ ଅତ୍ୟଧିକ ଖୁସି ହେବେ ନାହିଁ । ରାତିରେ ସମସ୍ତେ ଏକାଠି ହେବାର ସମ୍ଭାବନା ସହ ନୂଆ ବନ୍ଧୁ ମଧ୍ୟ ପାଇ ପାରନ୍ତି । ଧାର୍ମିକ ସ୍ଥାନ ପରିଦର୍ଶନରେ ଯାଇପାରନ୍ତି । ଦୂର ଯାତ୍ରା କରିବାର ଯୋଗ ରହିଛି । ଆଜି ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତି । ଅନ୍ୟମାନେ ଆପଣଙ୍କ କ୍ଷତି କରିବା ପାଇଁ ଚେଷ୍ଟା କରିପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (TAURUS)

ବୃଷ: ଆଜି ଆପଣଙ୍କ ଦିନଟି ବଡ଼ କଷ୍ଟକର ରହିବ । ଆଶ୍ଚର୍ଯଯ୍ୟଜନକ ଭାବରେ ଆଜିର କିଛି କାର୍ଯ୍ୟ ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ଯୋଜନାବଦ୍ଧ ଭାବରେ ଅଥବା ଅପ୍ରତ୍ୟାଶିତ ଭାବରେ କିଛି ହେବ ନାହିଁ । ସାରାଦିନ କଠିନ ପରିସ୍ଥିତିରେ ଉପର ତଳ ହେବେ କିନ୍ତୁ ଆପଣ ଧୈର୍ଯ୍ୟ ନ ହରାଇ ସ୍ୱାଭାବିକ ଭାବରେ ଶାନ୍ତ ରହିବେ । ପ୍ରିୟଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ମାନସିକ ଶାନ୍ତି ପାଇଁ ଆଜି କୌଣସି ମନ୍ଦିର ଯାଇ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (GEMINI)

ମିଥୁନ: ଆଜି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଅନ୍ୟ କଥାରେ ନପଶିବା ପାଇଁ ପରାମର୍ଶ ଦିଆଯାଇଛି । ଆଜି ଆପଣଙ୍କ ଶତ୍ରୁମାନେ କିଛି କ୍ଷତି କରିବା ପାଇଁ ଚେଷ୍ଟା କରିପାରନ୍ତି । ମାତ୍ର ସବୁଚେଷ୍ଟାରେ ସେମାନେ ବିଫଳ ହେବେ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସ୍ୱାମୀ/ସ୍ତ୍ରୀ କିମ୍ୱା ପ୍ରୀୟଜନଙ୍କ ସହ ବାହାରକୁ ବୁଲିବା ପାଇଁ ଯାଇପାରନ୍ତି । ନିଜ ଅପେକ୍ଷା ଅନ୍ୟ ପାଇଁ ଖର୍ଚ୍ଚ ପଢ଼ିପାରେ । ଏଥିପ୍ରତି ଯତ୍ନବାନ ହୁଅନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (CANCER)

କର୍କଟ: ଅବାଞ୍ଛିତ ଘଟଣା ଓ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ । ଏହାଦ୍ୱାରା ଆପଣ ଦୁଃଖିତ ହେବେ, ତେବେ ଏଥିରୁ ଆପଣ ଶୀଘ୍ର ମୁକ୍ତ ହେବେ । ଅଧ୍ୟୟନରେ ଅଧିକ ପରିଶ୍ରମ କରନ୍ତୁ । ଆଶା ଅନୁସାରେ ଫଳ ମିଳିବ ନପାରେ । ବ୍ୟବସାୟରେ ବିଶେସ ଲାଭ ହୋଇ ନପାରେ । ଯାହା ମାନସିକ ଭାବରେ ଅଶାନ୍ତି କରିବ । ଆଜି ନିଜ କଥା ଉପରେ ସଞ୍ଜମତା ରକ୍ଷା କରନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (LEO)

ସିଂହ: ପୁରୁଣା ସହଯୋଗୀଙ୍କ ସହ ମିଶି ଆଜିର ଦିନକୁ ଉପଭୋଗ କରନ୍ତୁ ଓ ନୂଆ ସମ୍ପର୍କ ଯୋଡ଼ନ୍ତୁ । ଘରକୁ ବନ୍ଧୁବାନ୍ଧବ ଆସିବାର ସମ୍ଭାବନା ଅଛି । ଆପଣଙ୍କର ପ୍ରଫୁଲ୍ଲ ମନ ଆପଣଙ୍କ ଘରକୁ ଆନନ୍ଦରେ ଭରି ଦେବା ସହ ଅତିଥିଙ୍କ ଆଗମନ ଏହାକୁ ଦ୍ୱିଗୁଣିତ କରିବ । ମିଠା କଥା କହି ଅନ୍ୟକୁ ଆପାୟିତ କରିବେ । ପରିବାର ମଧ୍ୟରେ ଖୁସିର ଲହରୀ ଦେଖାଦେବ । ଆକଷ୍ମିକ ଧନ ଲାଭ ହୋିପାରେ । କରଜ ମୁକ୍ତ ହେବେ । ବିଦ୍ୟାର୍ଥୀ ପାଠପଢ଼ା ପ୍ରତି ଆଗ୍ରହୀ ହେବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (VIRGO)

କନ୍ୟା: ବ୍ୟବସାୟ ଓ ଅଵସର ମଧ୍ୟରେ ସମନ୍ୱୟ ରହିବ । ଆଜି କୌଣସି ପାର୍ଟିରେ ଯୋଗଦାନ କରି ଆନନ୍ଦିତ ହେବେ ଓ ଆପଣଙ୍କ ଖର୍ଚ୍ଚରେ ମଧ୍ୟ ଵୃଦ୍ଧି ଘଟିପାରେ । ଧ୍ୟାନର ସହ ଖର୍ଚ୍ଚ କରନ୍ତୁ । ଘରକୁ ନୂତନ ଜିନିଷ କ୍ରୟ କରିବେ । କର୍ମଚଞ୍ଚଳ ହେବେ । ଭାଗ୍ୟଶାଳୀ ହେବେ । ପ୍ରତ୍ୟକ କାର୍ଯ୍ୟସୁ ସରଳତାର ସହ ସମାପ୍ତ କରିବେ । କିନ୍ତୁ ଅଧିକ ବିଶ୍ବସ୍ତ ଲୋକ ଆପଣଙ୍କୁ ଆଜି ଧୋକା ଦେଇପାରେ । ଏଥିପ୍ରତି ସତର୍କ ରୁହନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (LIBRA)

ତୁଳା: ନାଟକୀୟ ଢଙ୍ଗରେ ଆପଣ ପ୍ରଦର୍ଶନର ନେତୃତ୍ୱ ନେବେ । ଆପଣଙ୍କ ଠାରୁ ଆଶା କରାଯାଇ ପାରେ ଯେ ଆପଣ ଅତି ଭଲ ପ୍ରଦର୍ଶନ କରିବେ । ପରିବାର ପ୍ରତି ଆପଣଙ୍କର ସମର୍ପଣ ଭାବର ନିଦର୍ଶନ ମିଳିବ । କାର୍ଯ୍ୟରେ ନେଇଥିବା ସମସ୍ତ ନିଷ୍ପତ୍ତି ସଫଳ ହେବ । ପ୍ରତ୍ୟେକ କାର୍ଯ୍ୟକୁ ସହଜରେ ସମାଧାନ କରିବେ । ଦିନଟି ଅତି ସହଜ ହେବ । ମାନସିକ ଓ ଶାରୀରିକ ଭାବରେ ସୁସ୍ଥ ଅନୁଭବ କରିବେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବ । ଆଜି ସୂର୍ଯ୍ୟଙ୍କ ଭଲି ଚମକ ରହିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (SCORPIO)

ବିଛା: ଅନ୍ୟମାନଙ୍କ ସହ ସମ୍ପର୍କ ନିବିଡ଼ ହେବ । ବିବାହ ଜନୀତ ସମସ୍ୟାର ସମାଧାନ ହେବ । ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ । ସୌଭାଗ୍ୟବାନ ହେବେ । ଆୟ ବୃଦ୍ଧି ହେବ । ରାଜନୀତି ସହ ଜଡ଼ିତ ଲୋକ କାର୍ଯ୍ୟରେ ସଫଳ ହେବେ । ବ୍ୟବସାୟରେ ଲାଭ ପାଇବେ । ଜଣେ ମହାନ୍‌ ବ୍ୟକ୍ତିବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଭୋଗ ବିଳାସ କରିପାରନ୍ତି । ମଧୁର କଥା କହି ଲୋକପ୍ରିୟତା ଅର୍ଜନ କରିପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଆପଣଙ୍କ ଭାଗ୍ୟରେ ସୁଖ ସମୃଦ୍ଧିର ଯୋଗ ଅଛି । କାମରେ ଆସୁଥିବା ଅସୁବିଧାକୁ ଦୂର କରିବା ପାଇଁ ଆପଣଙ୍କ ନିକଟେରେ ବିଶେଷ ଅଭିଜ୍ଞତା ଅଛି । ଆପଣଙ୍କର ଏହି ଦୃଷ୍ଟିଭଙ୍ଗୀ ଆପଣଙ୍କ ବନ୍ଧୁମାନଙ୍କର ମନ କିଣି ନେବ । ତେଜିୟାନ୍‌ ବ୍ୟକ୍ତିତ୍ବସମ୍ପନ୍ନ ହେବେ । କର୍ମ ଚଞ୍ଚଳ ରହିବେ । ଭବିଷ୍ୟତ ପାଇଁ ଚିନ୍ତା କରିବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ । ପ୍ରେମୀକ ପ୍ରେମୀକାମାନଙ୍କ ପାଇଁ ଆଜିର ଦିନଟି ହସଖୁସିରେ କଟିବ । ବିବାହକୁ ନେଇ ଲାଗିରହିଥିବା ସମସ୍ୟା ଦୂର ହେବ ।

ଆଜିର ରାଶିଫଳ
ଆଜିର ରାଶିଫଳ (CAPRICORN)

ମକର: କର୍ମକ୍ଷେତ୍ରରେ ପୁରସ୍କାର ଓ ମାନ୍ୟତା ଉଭୟ ଆପଣଙ୍କୁ ଅପେକ୍ଷା କରିଛି । ସହକର୍ମୀମାନେ ଆପଣଙ୍କ ସଫଳତାରେ ଈର୍ଷାନ୍ୱିତ ହେବେ ନାହିଁ । ସେମାନେ ନୂଆ ପ୍ରକଳ୍ପ ପାଇଁ ଆପଣଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇବେ । ଯେଉଁମାନେ ଚାକିରୀ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି, ସେମାନେ କିଛି ସମୟ ଅପେକ୍ଷା କରନ୍ତୁ; ଏହା ଉତ୍ତମ ସମୟ ନୁହେଁ । ନିଜ ବାହ୍ୟ ଖର୍ଚ୍ଚକୁ ସୀମିତ କରନ୍ତୁ । ନିଜ ଅତି ପାଖ ଲୋକ ସହ ଆପଣଙ୍କ ଶତ୍ରୁତା ହୋଇପାରେ । ଏଥିପ୍ରତି ସାବଧାନ ରୁହନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ଆପଣଙ୍କର ଦିନ ସେତେ ଶୁଭଙ୍କର ନୁହେଁ । ଆଜି ଶାନ୍ତିପୂର୍ଣ୍ଣ ଵାତାଵରଣ ସୃଷ୍ଟିକରିବାରେ ଅସମର୍ଥ ହେବେ ଓ ପିଲାମାନେ ମଧ୍ୟ ଏହାକୁ ଅଧିକ କଷ୍ଟକର କରିଦେବେ । ପାରିବାରିକ ବିବାଦ ହେବାର ମଧ୍ୟ ସମ୍ଭାଵନା ଅଛି ଓ ପୋଡ଼ଶୀ ନିଆଁରେ ଘିଅ ଢାଳିଲା ଭଳି କାମ କରିବେ । ସମସ୍ତ କାର୍ଯରେ ଆପଣଙ୍କୁ ସମସ୍ୟାର ସମ୍ନା କରିବାକୁ ପଡ଼ିପାରେ । ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରୁଥିଲା ଏହାକୁ କିଛି ଦିନ ପାଇଁ ଘୁଞ୍ଚାଇ ଦିଅନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (PISCES)

ମୀନ: ଆପଣଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ଭାଗ୍ୟ ଦୁର୍ଵଳ ଥିବାରୁ ଆପଣଙ୍କୁ ସଫଳତା ମିଳିବ ନାହିଁ । ଧୈର୍ଯ୍ୟ ହରାନ୍ତୁ ନାହିଁ, ସମୟକୁ ତା ବାଟରେ ଯିବାକୁ ଦିଅନ୍ତୁ ଓ ନିଜ ଭାଵନାକୃୁ ନିୟନ୍ତ୍ରଣରେ ରଖନ୍ତୁ । ନିଜର କ୍ରୋଧ ସମ୍ୱରଣ କରନ୍ତୁ , ନହେଲେ ଦିନଟି ବ୍ୟର୍ଥ ହୋଇ ଯାଇପାରେ । ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ । ଅଧିକ ଖର୍ଚ୍ଚାନ୍ତ ହେବେ । ବିଦ୍ୟାର୍ଥୀ ପାଠପଢ଼ା ପ୍ରତି ଅନାଗ୍ରହ ପ୍ରକାଶ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.