ପ୍ରେମ ପାଇଁ...ଏସିଡ ପୀଡିତା ପିନ୍ଧିଲେ ଶଙ୍ଖା ସିନ୍ଦୁର, ପର ହେଲା ପରିବାର

By

Published : Feb 14, 2020, 11:59 PM IST

thumbnail
ଲକ୍ଷ୍ନୌ: ପ୍ରେମର ସପ୍ତାହ ଫେବୃୟାରୀ । ଏହି ମାସକୁ ପ୍ରେମୀଯୁଗଳ ଚାତକ ପରି ଅନାଇ ବସିଥାନ୍ତି । ଏମିତି ତ ପ୍ରେମ ପାଇଁ କୌଣସି ଏକ ସ୍ବତନ୍ତ୍ର ଦିନ କିମ୍ବା ମାସର ଆବଶ୍ୟକତା ନାହିଁ । କାରଣ ସଚ୍ଚାପ୍ରେମକୁ ସାରା ଦୁନିଆ ସାମ୍ନାରେ ଉପସ୍ଥାପନା କରିବାର ସମୟ ଖୋଜି ନଥାଏ । ନିଜ ପ୍ରେମକୁ ପାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥା’ନ୍ତି ପ୍ରେମପକ୍ଷୀ । ଆଉ ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଲକ୍ଷ୍ନୌର ଏସିଡ ପୀଡିତା ରୁପାଲୀ ଏବଂ ତାଙ୍କ ସ୍ବାମୀ କୂଳଦୀପ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.