ଏବେବି ସଂରକ୍ଷିତ ରହିଛି ବିଶ୍ବର ସର୍ବବୃହତ୍ ତାନପୁରା, ଦେଖନ୍ତୁ ଭିଡିଓ - ପଣ୍ଡିତ ଲାଲମଣି ମିଶ୍ର ବାଦ ମ୍ୟୁଜିୟମ ତାନପୁରା ନ୍ୟୁଜ

🎬 Watch Now: Feature Video

thumbnail

By

Published : Jun 29, 2022, 8:34 PM IST

ଲକ୍ଷ୍ନୌ: ବିଶ୍ବର ସର୍ବବୃହତ୍ତମ ତାନପୁରା ରହିଛି ଉତ୍ତର ପ୍ରଦେଶରେ । ଏବେବି ସଂରକ୍ଷିତ ଏବଂ ସୁରକ୍ଷିତ ରହିଛି ଏହି ତାନପୁରା । କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟର କଳା ଏବଂ ସଂଗୀତ ଗୁରୁ ପଣ୍ଡିତ ଲାଲମଣି ମିଶ୍ର ବାଦ ମ୍ୟୁଜିୟମରେ ଏହି ତାନପୁରା ରହିଛି । ରହିଛି ଏବେବି ଝଟକୁଛି ତାନପୁରାର ସୁନ୍ଦରତା । ଯେ କେହି ସଂଗୀତ ବିଶାରଦ ଏହି ତାନପୁରାକୁ ଦେଖିଲେ ଭାବୁକ ହୋଇଯିବ । ତେବେ ନଜର ପକାନ୍ତୁ ବିଶ୍ବର ସର୍ବବୃହତ୍ତ ତାନପୁରା ଉପରେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.