ରାଜଧାନୀରେ ସପ୍ତାହନ୍ତ ସଟଡାଉନ: ସୁରକ୍ଷା ବ୍ୟବସ୍ଥା କଡାକଡି - ରାଜଧାନୀରେ ସପ୍ତାହନ୍ତ ସଟଡାଉନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8601229-thumbnail-3x2-live.jpg)
ଭୁବନେଶ୍ବର: କୋରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ରାଜଧାନୀରେ ଜାରି ରହିଛି ସପ୍ତାହନ୍ତ ସଟଡାଉନ । ସଟଡାଉନ ଯୋଗୁଁ ଭୁବନେଶ୍ବରରେ ପୋଲିସ ପକ୍ଷରୁ ଘନ ଘନ ଚେକିଂ କରାଯାଉଥିବା ଦେଖିବାକୁ ମିଳିଥିଲା । ଏହା ସହ ଅମାନିଆଙ୍କୁ ମଧ୍ୟ ସାବାଡ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ