Independence Day, ଉଚ୍ଚତମ ଯୁଦ୍ଧକ୍ଷେତ୍ରରେ ଉଡିଲା ତ୍ରିରଙ୍ଗା
🎬 Watch Now: Feature Video
76ତମ ସ୍ବାଧୀନତା ଦିବସ ଉତ୍ସବରେ ଉତ୍ସବ ମୁଖର ଦିଲ୍ଲୀରୁ ପଲ୍ଲୀ । ସବୁଠି ଉଡୁଛି ଜାତିର ମାନ ପ୍ରତୀକ ତ୍ରିରଙ୍ଗା ପତାକା । ଉଚ୍ଚତମ ଯୁଦ୍ଧ ଭୂଇଁରେ ଉଡିଛି ତ୍ରିରଙ୍ଗା । ସିଆଚିନ ୱାରିଅରର ବରଫ ଆସ୍ତରଣ ଉପରେ ଫର୍ ଫର୍ ହୋଇ ଉଡ଼ିଛି ଭାରତର ଜାତୀୟ ପତାକା ।