କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଚେତନତା ବାର୍ତା ଦେଲେ ଡାକ୍ତର

🎬 Watch Now: Feature Video

thumbnail

By

Published : Apr 3, 2020, 7:29 AM IST

ଭୁବନେଶ୍ବର: କୋରୋନା ଭୂତାଣୁ ନେଇ ସମଗ୍ର ବିଶ୍ବରେ ଏବେ ଭୟଙ୍କର ସ୍ଥିତି ଉପୁଜିଛି। ଏହାର ସଂକ୍ରମଣ ରୋକିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି। ମହାମାରୀ କୋରୋନାର ସଂକ୍ରମଣ ସାରା ବିଶ୍ବକୁ ଦୋହଲାଇ ଦେଇଛି । କୋରୋନାର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ପ୍ରତିରୋଧ କରିବା ପାଇଁ ସତର୍କତା ହିଁ ଏକମାତ୍ର ମଧ୍ୟମ । କୋରୋନା ସଂକ୍ରମଣ ରୋକିବାକୁ କଣ କହୁଛନ୍ତି ଭୁବନେଶ୍ୱରର ମଧୁମେହ ବିଶେଷଜ୍ଞ ଡ. ଆଲୋକ କାନୁନଗୋ ଆସନ୍ତୁ ଶୁଣିବା.... ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.