WATCH VIDEO: ବୁଲା କୁକୁରଙ୍କ ଆକ୍ରମଣରେ ଶିଶୁ ଆହତ, ୪୦ ସ୍ଥାନକୁ କାମୁଡି କଲେ କ୍ଷତାକ୍ତ - ଜୟପୁରର ଉତପାତ ବୁଲା କୁକୁର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15406386-thumbnail-3x2-dog.jpg)
ଜୟପୁର: ରାଜସ୍ଥାନର ମୁହାନା ଥାନା ଅଞ୍ଚଳରେ ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି । ଏହି ଅଞ୍ଚଳର ରାଥା ନିଙ୍କୁଜ କଲୋନୀରେ ଏକ ୯ ବର୍ଷର ଶିଶୁ(9 year old attacked by Street Dogs) ଖେଳୁଥିବା ବେଳେ ତାକୁ ହଠାତ ଦଳେ ବୁଲା କୁକୁର ଘେରିଯାଇଥିଲେ । ଏହାପରେ ତାକୁ ଆକ୍ରମଣ କରିବା ସହ ପ୍ରାୟ ୪୦ଟି ସ୍ଥାନକୁ କାମୁଡିଥିବା ଜଣାପଡ଼ିଛି । ଘଟଣାଟି ଗତ ୧୯ ତାରିଖରେ ଘଟିଥିବା ବେଳେ ଆହତ ଶିଶୁ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛି । ଆକ୍ରମଣ ସମୟରେ ସେହି ରାସ୍ତା ଦେଇ ଯାଉଥିବା ୨ ଜଣ ବାଟୋଇ ଶିଶୁକୁ ଉଦ୍ଧାର କରିଥିବା ଦୃଶ୍ୟର ସିସିଟିଭିରେ କଏଦ ହୋଇଛି ।