thumbnail

ମହାପ୍ରଭୁଙ୍କୁ ପାଖରେ ପାଇ ଭାବବିହ୍ବଳ ଭକ୍ତ

By

Published : Jul 1, 2022, 1:08 PM IST

ପୁରୀ: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଉତ୍ସବ ମୁଖର ଶ୍ରୀକ୍ଷେତ୍ର । ନୀତି ନିର୍ଘଣ୍ଟର ଠିକ ସମୟ ପୂର୍ବରୁ ଆରମ୍ଭ ହୋଇଛ କାଳିଆ ଠାକୁରଙ୍କ ନୀତିକ୍ରାନ୍ତି । ଭାଇ ଭଉଣୀକୁ ସାଙ୍ଗରେ ନେଇ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.