କେକ କାଟି ଜନ୍ମଦିନ ପାଳିଲା କୁନିହାତୀ - elephant birthday
🎬 Watch Now: Feature Video
ଥିରୁଅନନ୍ତପୁରମ: ହାତୀ ପାଳିଲା ଜନ୍ମଦିନ ଆଉ କାଟିଲା କେକ । ଏଭଳି ଘଟଣା ଦେଖିବାକୁ ମିଳିଛି କେରଳରେ । ଏକ ବର୍ଷର ହାତୀ ଶାବକ ଶ୍ରୀକୃତି ଜନ୍ମଦିନ ପାଳିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗତ ବର୍ଷ ନଭେମ୍ବରରେ ହାତୀ ଶାବକକୁ ଥେନମାଲା ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।