Bahuda Yatra 2022: ବାହୁଡା ଯାତ୍ରାରେ କୋଭିଡ ଚିନ୍ତା, ମାସ୍କ ବାଣ୍ଟୁଛି ପ୍ରଶାସନ

By

Published : Jul 9, 2022, 2:12 PM IST

thumbnail
ପୁରୀ: ବାହୁଡ଼ା ଯାତ୍ରାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ସଚେତନତା ବାର୍ତ୍ତା ଦିଆଯାଉଛି । ଲକ୍ଷଲକ୍ଷ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମାଗଣାରେ ମାସ୍କ ବଣ୍ଟା ଯାଉଛି । ଜନଗହଳି ସ୍ଥାନପ୍ରତି ଅଧିକ ଗୁରୁତ୍ବ ଦିଆଯାଉଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.