Shocking Video: ଓଲଟିଲା ମାଲ ବୋଝେଇ ଟ୍ରକ, CCTVରେ କଏଦ ପୁରା ଚିତ୍ର - ଓଲଟିଲା ମାଲ ବୋଝେଇ ଟ୍ରକ

🎬 Watch Now: Feature Video

thumbnail

By

Published : Apr 27, 2022, 3:06 PM IST

ଥିରୁଅନନ୍ତପୁରମ: ଛାତିଥରା ଦୁର୍ଘଟଣା । ଚାହୁଁଚାହୁଁ ଓଲଟି ପଡିଲା ମାଲବାହୀ ଟ୍ରକ । ଏଥିରେ ଡ୍ରାଇଭର ସମତେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଉଭୟଙ୍କୁ ଉଦ୍ଧାର କରାଯାଇ କୋଜିକୋଡେ ମେଡିକାଲ୍ କଲେଜ ହସ୍ପିଟାଲ (Kozhikode Medical College Hospital)ରେ ଭର୍ତ୍ତି କରାଯାଇଛି । ତେବେ, ପୁରା ଦୁର୍ଘଟଣାର ଘଟଣା ସିସିଟିଭିରେ କଏକ ହୋଇଛି । ଘଟଣାଟି ଆଜି (ବୁଧବାର) କେରଳର ଜାତୀୟ ରାଜପଥ କୋଇଲାଣ୍ତି(Koyilandi) ନିକଟରେ ଘଟିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.