ମଦ ବାର୍‌ ସହ ପୋଡିଦେଲେ କାର୍‌, ସନ୍ଦେହରେ ଏକାଧିକ ଗ୍ରାମବାସୀ ଅଟକ - ବାଲେଶ୍ବର ବାରରେ ଅଗ୍ନିକାଣ୍ଡ

🎬 Watch Now: Feature Video

thumbnail

By

Published : Aug 29, 2022, 6:49 PM IST

ଜିଲ୍ଲା ଖନ୍ତାପଡା ଥାନା ଅଧୀନ ନଇଛଣପୁର ଗାଁ ନିକଟରେ ଥିବା ଏକ ବାରରେ ଅଗ୍ନିକାଣ୍ଡ । ଏଥିରେ ଗୋଟିଏ କାର ଜଳିଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ମଦ ଜଳି ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ଦୁର୍ବୃତ୍ତମାନେ ଭିଆଇଥିବା ପୋଲିସ ଅନୁମାନ କରୁଛି । ଏନେଇ ଗ୍ରାମବାସୀଙ୍କୁ ଅଟକ ରଖିଛି। ଏହି ମଦ ବାରଟିକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଧାରଣାରେ ବସିଥିଲେ ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବାରଟି ଖୋଲାଯାଇଥିଲା । ଯାହାକୁ ପୁଣି ବିରୋଧ କରିଥିଲେ ଗ୍ରାମବାସୀ । ବାଲେଶ୍ବର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.