Brajrajnagar By Poll: ୭୫% ମତଦାନ, ଷ୍ଟ୍ରଙ୍ଗ୍ ରୁମ୍କୁ ଗଲା EVM - ବ୍ରଜରାଜନଗର ଉପନିର୍ବାଚନ ଶେଷ
🎬 Watch Now: Feature Video
ଝାରସୁୁଗୁଡ଼ା: ଶେଷ ହେଲା ବ୍ରଜରାଜନଗର ଉପନିର୍ବାଚନ ମତଦାନ ପ୍ରକ୍ରିୟା । ମୋଟ ୭୫ ପ୍ରତିଶତ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି । ୧୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ବର୍ତ୍ତମାନ ଇଭିଏମ୍ ମେସିନରେ ସିଲ୍ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ସମସ୍ତ ଇଭିଏମ୍ ଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇଛି । ଜୁନ୍ ୩ ତାରିଖରେ ଭୋଟ ଗଣତି ସହ ବିଜୟୀ ପ୍ରାର୍ଥୀ ଘୋଷଣା ହେବ । ମୋଟ ଭାବରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ଇଟିଭି ଭାରତ, ଝାରସୁଗୁଡା