ମହିଳାଙ୍କ ସାମନାରେ ବନ୍ୟା ଭସେଇନେଲା ଘର, ଦେଖନ୍ତୁ ଭିଡିଓ... - ଦେଖୁ ଦେଖୁ ବନ୍ୟାପାଣିରେ ଭାସିଗଲା ଘର, ଦେଖନ୍ତୁ ଭିଡିଓ...
🎬 Watch Now: Feature Video
ଭୋପାଳ: ଦେଖୁ ଦେଖୁ ବନ୍ୟାପାଣିରେ ଭାସିଗଲା ଘର | ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟାପାଣି ଆସିଛି । ମଧ୍ୟପ୍ରଦେଶରେ କିଛି ସେକେଣ୍ଡ ମଧ୍ୟରେ କାନାକାଇ ନଦୀର ବନ୍ୟା ପାଣିରେ ଭାସିଗଲା ଘର | ବିନାଶର ଏହି ଲାଇଭ୍ ଭିଡିଓ କାନକାଇ ନଦୀ କୂଳରେ ଥିବା ତାରବାଡି ପଞ୍ଚାୟତରୁ ଆସିଛି। ତେବେ ଘଟଣାଟି ଘଟିବା ସମୟରେ ଘରେ କେହି ନଥିବା ଯୋଗୁଁ ଜୀବନ ବଞ୍ଚିଯାଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ