ଟ୍ରାକ୍ଟର ଚଲାଇ ବିବାହ ମଣ୍ଡପକୁ ଜବରଦସ୍ତ ଏଣ୍ଟ୍ରି କଲେ କନ୍ୟା - ମଧ୍ୟପ୍ରଦେଶରେ ବିବାହ ଉତ୍ସବ

🎬 Watch Now: Feature Video

thumbnail

By

Published : May 28, 2022, 1:54 PM IST

ଭୋପାଳ: ବିବାହ ମଣ୍ଡପକୁ କନ୍ୟାଙ୍କ ଜବରଦସ୍ତ ଏଣ୍ଟ୍ରି । ଟ୍ରାକ୍ଟର ଚଲାଇ ଦବଙ୍ଗ ଷ୍ଟାଇଲରେ ଏଣ୍ଟ୍ରି ମାରିଲେ କନ୍ୟା । କନ୍ୟା ବେଶରେ ସଜେଇ ହୋଇ ଚଷମା ଲଗାଇ ଏକ ଟ୍ରାକ୍ଟରେ ମଣ୍ଡପରେ ପହଞ୍ଚିଥିଲେ କନ୍ୟା । ଯାହାକୁ ଦେଖିବା ପରେ ବର ଘର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମଧ୍ୟପ୍ରଦେଶରେ ଆୟୋଜିତ ଏକ ବିବାହ ଉତ୍ସବରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.