Bahuda Yatra 2022: ଆଗେ ଆଗେ ବଡ ଭାଇ, ମଝିରେ ମା’ ହଳଦୀମୁଖୀଙ୍କ ରଥ - ପୁରୀ ବାହୁଡା ଯାତ୍ରା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15780261-thumbnail-3x2-bahuda.jpg)
ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ମେଲାଣି ନେଇ ଶ୍ରୀମନ୍ଦିର ଅଭିମୁଖେ ତିନି ଭାଇଭଉଣୀ । ଆଗେ ଆଗେ ଯାଉଛନ୍ତି ବଡଭାଇ ବଳଭଦ୍ର । ଶରଧାବାଲିରୁ ଘିଡିଘିଡି ହୋଇ ଗଡୁଛି ରଥ । ବଡ ଭାଇ ପଛରେ ରତ୍ନବେଦୀ ଆଡକୁ ବାହାରିଛନ୍ତି ମା' ସୁଭଦ୍ରା । ଘଣ୍ଟଘଣ୍ଟା, ହରିବୋଲ ହୁଳହୁଳି ଧ୍ବନିରେ ହଳଦୀମୁଖୀଙ୍କ ଦର୍ପଦଳନ ରଥକୁ ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।