thumbnail

By

Published : Aug 17, 2021, 11:33 AM IST

ETV Bharat / Videos

କାବୁଲ କବଜା ପରେ ପାର୍କର ମଜା ନେଉଛନ୍ତି ତାଲିବାନ ଆତଙ୍କୀ

କାବୁଲ: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ରାଜ । ପ୍ରଥମରେ ଆଫଗାନ ରାଷ୍ଟ୍ରପତିଙ୍କ ଆସନରେ ତାଲିବାନୀ ବସିଥିବା ଦେଖିବାକୁ ମିଳିବା ପରେ ଏବେ ଆଉ ଏକ ଭିଡିଓ ଭାଇରାଲ୍ ହେଉଛି । ତାଲିବାନ ଆତଙ୍କୀ ଆଫଗାନିସ୍ଥାନ ପାର୍କରେ ବିଦ୍ୟୁତ ବମ୍ପର କାର୍ ଚଳାଉଥିବା ଦେଖିବାକୁ ମିଳିଛି । ଏହିସମୟରେ କେତେକ ଆତଙ୍କୀ ହାତରେ ଅସ୍ତ୍ରଶସ୍ତ୍ର ଧରିଥିବା ନଜ ଆଶିଛି । ସେହିପରି ଅନ୍ୟଏକ ଭିଡିଓରେ ତାଲିବାନ ଆତଙ୍କୀ କାବୁଲର ଏକ ପାର୍କରେ ଘୋଡା ଚଳାଉଛନ୍ତି । ତେବେ ଆଫଗାନିସ୍ଥାନ ବାସିନ୍ଦାଙ୍କୁ ନିଜ ଦେଶରୁ ବଳ ପୂର୍ବକ ବିତାଡିତ କରିବା ପରେ ତାଲିବାନୀଙ୍କ ଏପରି କାର୍ଯ୍ୟକୁ କଡା ସମାଲୋଚନା କରାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.