ଆଦିବାସୀ ଜୀବନର ଅଭିନ୍ନ ଅଙ୍ଗ: ସାପ୍ତାହିକ ହାଟ - ସାପ୍ତାହିକ ହାଟ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6102557-336-6102557-1581936857102.jpg)
କୋରାପୁଟ: ଜିଲ୍ଲାର ସାପ୍ତାହିକ ହାଟ । ଯାହା ସହରବାସୀ ତଥା ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର । କିନ୍ତୁ ଗିରିକନ୍ଦର ଆଦିବାସୀଙ୍କ ପାଇଁ ଏହି ହାଟର ପରିଚୟ ଭିନ୍ନ । ସେମାନଙ୍କ ପାଇଁ ଏହି ହାଟ ସାଜିଛି ଅର୍ଥନୀତି ସୁଦୃଢ କରିବା ଓ ବେରୋଜଗାରୀ ରୋକିବାର ମୁଖ୍ୟ ମାଧ୍ୟମ ।