ବଢିଛି ଆଧାର କାର୍ଡର ଗୁରୁତ୍ବ, କାର୍ଡ ପାଇଁ ଲାଗୁଛି ଲମ୍ବା ଧାଡି ! - ong queue for Aadhaar card
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10343193-thumbnail-3x2-adhar.jpg)
ସମ୍ବଲପୁର: ଆଧାର କାର୍ଡ ହେଉଛି ଏକ ପ୍ରକାର ଭାରତୀୟ ହେବାର ପରିଚୟ। ପ୍ରତ୍ୟେକ କ୍ଷେତ୍ରରେ ଏହାର ଆବଶ୍ୟକତା ପଡୁଛି। ଏହାକୁ ଜନ୍ମ ପ୍ରମାଣ ପତ୍ର ଭାବେ ମଧ୍ୟ ବିବେଚନା କରାଯାଉଛି। ତେଣୁ ବର୍ତ୍ତମାନ ସ୍କୁଲରେ ଆଡମିସନ ହେଉ କି ବ୍ୟାଙ୍କରୁ ଋଣ ନେବା ଅଥବା ପାନ କାର୍ଡ ତିଆରି ପାଇଁ ହେଉ ଏହାର ଆବଶ୍ୟକତା ପଡୁଛି। ଏହା ସହ ରାସନ କାର୍ଡ ତିଆରି ହେଉ,ସ୍କୁଲ ଷ୍ଟାଇଫେନ ଅଥବା ଯେକୌଣସି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ହେଲେ ଏହାର ଅବଶ୍ୟକତା ପଡୁଛି।