thumbnail

ECMO ଚିକିତ୍ସା ନେଇ ପ୍ରଫେସର ଜୟନ୍ତ ପଣ୍ଡା ଓ ପ୍ରଫେସର ବାନାମ୍ବର ରାୟଙ୍କ ସୂଚନା

By

Published : Jun 16, 2021, 8:45 PM IST

ଭୁବନେଶ୍ବର: କୋରୋନା ସଚେତନତା ନେଇ ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ମିଳନୀ । କୋରୋନାରୁ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଏହାର ଲକ୍ଷଣ ଓ ପ୍ରତିରୋଧ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ଏହା ବ୍ୟୟବହୁଳ ଇକମୋ ଚିକିତ୍ସା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି ବିଶେଷଜ୍ଞ ଡାକ୍ତର । ECMO ଚିକିତ୍ସା ନେଇ ପ୍ରଫେସର ଜୟନ୍ତ ପଣ୍ଡା ଓ ପ୍ରଫେସର ବାନାମ୍ବର ରାୟଙ୍କ ସୂଚନା ଦେଇଛନ୍ତି । ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.