thumbnail

By

Published : Aug 16, 2021, 2:24 PM IST

Updated : Aug 16, 2021, 2:55 PM IST

ETV Bharat / Videos

କାଳିଆ ଠାକୁରକୁ ଦେଖି ଭାବୁକ ଭକ୍ତ

ପୁରୀ: ଦୀର୍ଘ ୪ମାସ ପରେ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପୁରୀବାସୀ । ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ କିଏ ମନର ଖୁସିକୁ ବ୍ୟକ୍ତ କରିନପାରି କାନ୍ଦି ପକାଉଛି ତ ଆଉ କିଏ ଭାବବିହ୍ବଳ ହୋଇପଡୁଛି । କୋରୋନା କଟକଣା ମଧ୍ୟରେ ନିଜନିଜ ପରିଚୟପତ୍ର ଦେଖାଇ ଆଜି ବଡଠାକୁରଙ୍କୁ ଦର୍ଶନ କରୁଛନ୍ତି ପୁରୀ ଭକ୍ତ ।
Last Updated : Aug 16, 2021, 2:55 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.