ଆଦିବାସୀଙ୍କୁ ଅଗ୍ରାଧିକାର ନେଇ ରବି ଦାସଙ୍କ ପ୍ରତିକ୍ରିୟା - ଆଦିବାସୀଙ୍କୁ ଅଗ୍ରାଧିକାର
🎬 Watch Now: Feature Video
ଭୁବେନଶ୍ବର: ବୁଧବାର ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ (PVTG) ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ କେନ୍ଦ୍ରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ବିଶ୍ବେଶ୍ବର ଟୁଡୁଙ୍କୁ ନିଯୁକ୍ତ କରାଯାଇଛି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ ।