କେନ୍ଦ୍ରାପଡ଼ାରେ ରାତ୍ରକାଳୀନ କର୍ଫ୍ୟୁ, ଦେଖନ୍ତୁ କଣ ରହିଛି ସ୍ଥିତି - Ground report night curfew

🎬 Watch Now: Feature Video

thumbnail

By

Published : Apr 17, 2021, 11:03 PM IST

କେନ୍ଦ୍ରାପଡ଼ା: ଜିଲ୍ଲାରେ ଆରମ୍ଭ ହୋଇଛି ରାତ୍ରକାଳୀନ କର୍ଫ୍ୟୁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ତମାମ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାତି ୯.00ରୁ ସକାଳ ୫.00ପର୍ଯ୍ୟନ୍ତ ସହରାଞ୍ଚଳରେ କର୍ଫ୍ୟୁ ଜାରି ରହିବ ବୋଲି ପ୍ରଚାର କରାଯାଇଥିଲା । ରାତ୍ରି ୯.00ରେ ସମୟରେ ପୋଲିସ ପକ୍ଷରୁ ଦୋକାନବଜାର ଗୁଡିକୁ ବନ୍ଦ କରାଯାଇଥିଲା । ତେବେ ବିଭିନ୍ନ ଅତ୍ୟାବଶ୍ୟକୀୟ ସେବା ଗୁଡିକ କର୍ଫ୍ୟୁ ସମୟରେ ଜାରି ରହିବ । କେନ୍ଦ୍ରାପଡ଼ା ଜିଲ୍ଲାରେ କିପରି ରହିଛି ରାତ୍ରକାଳୀନ କର୍ଫ୍ୟୁର ଦୃଶ୍ୟ ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.