'ଅମ୍ଫାନ'କୁ ନେଇ ପେଣ୍ଠକଟା ମତ୍ସ୍ୟଜୀବୀଙ୍କ ପ୍ରତିକ୍ରିୟା...

By

Published : May 20, 2020, 12:15 AM IST

thumbnail
ପୁରୀ: ଅମ୍ଫାନ ପ୍ରଭାବରେ ଲଗାଣ ବର୍ଷା ଓ ପବନ ବି ଧୀରେ ଧୀରେ ବଢ଼ିବାରେ ଲାଗିଛି ପୁରୀରେ । ସମୁଦ୍ର ଅଶାନ୍ତ ହେବାରେ ଲାଗିଛି । ତେବେ ଆଜି(ମଙ୍ଗଳବାର) ସନ୍ଧ୍ୟାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ଜଣାପଡିଛି । ବିଶେଷକରି ପୁରୀର ପେଣ୍ଠକଟାରେ ରହୁଥିବା 5ହଜାର ମତ୍ସ୍ୟଜୀବୀ ପରିବାରକୁ ସୁରକ୍ଷିତ ଜାଗାକୁ ନିଆଯିବ । ଏନେଇ ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ପୁରୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରୁଛନ୍ତି । ତେବେ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କ କ'ଣ ପ୍ରତିକ୍ରିୟା ରହିଛି ସେ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ରିପୋର୍ଟର ଶକ୍ତି ପ୍ରସାଦ ମିଶ୍ର । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.