ବେଲେଶ୍ବର ମର୍ଡର ମିଷ୍ଟ୍ରିକୁ ବର୍ଷେ, ଅପରାଧୀର ପତ୍ତା ପାଉନି ପୋଲିସ - ଡିସିପି ପ୍ରତୀକ ସିଂ
🎬 Watch Now: Feature Video

କଟକ: ନୂଆବଜାର ବେଲେଶ୍ଵର ଡବଲ ମର୍ଡରକୁ ପୂରିଛି ବର୍ଷେ । କିନ୍ତୁ ଏବେବି ରହସ୍ୟ ଘେରରେ ରହିଛି ମର୍ଡର ମିଷ୍ଟ୍ରି । ବର୍ଷ ପରେ ବି ହତ୍ୟାକାରୀର ଟେର୍ ପାଉନି ପୋଲିସ । ବୃଦ୍ଧ ଦମ୍ପତିଙ୍କ ହତ୍ୟା ପଛରେ କିଏ ? କାହିଁକି ଭିଆଇଲେ ଏପରି କାଣ୍ଡ ? ନିର୍ମମ ହତ୍ୟା ପଛର କାରଣ କଣ ? ଏ ତମାମ୍ ପ୍ରଶ୍ନ ଏବେ ବି ପ୍ରଶ୍ନ ହୋଇ ରହିଛି ।