thumbnail

By

Published : Mar 31, 2021, 12:57 PM IST

ETV Bharat / Videos

ବିଦ୍ୟୁତ୍‌ ଦରବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ତାରା

ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ରାଜ୍ୟ ସରକାର ବିଦ୍ୟୁତ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି । କୋରୋନା ସମୟରେ ବିଦ୍ୟୁତ ଦର ବୃଦ୍ଧି କରି ଲୋକଙ୍କ ଉପରେ ବିଜୁଳି ଛାଟ ମାରିଛନ୍ତି । ବିଦ୍ୟୁତ ଦରବୃଦ୍ଧି ସିଧାସଳଖ ସାଧାରଣ ଲୋକଙ୍କୁ ପ୍ରଭାବିତ କରିଛି ବୋଲି ତାରା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ଓଇଆରସିକୁ କହି ଏହି ଦରବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ଭୁବନେଶ୍ବରରୁ ତପନକୁମାର ଦାସ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.