thumbnail

By

Published : Dec 16, 2019, 9:11 PM IST

ETV Bharat / Videos

ପିକନିକ ସ୍ପଟରେ ପାଦ ଦେଉନାହାନ୍ତି ପର୍ଯ୍ୟଟକ, ଚିନ୍ତାରେ ଛୋଟକେଇ ଗାଁ

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ସ୍ଥିତ ଛୋଟକେଇ ଠାରେ 2011ରେ ଆରମ୍ଭ ହୋଇଥିଲା ପ୍ରକୃତି ନିବାସ । ଇଂଲଣ୍ଡରୁ 4ଜଣ ବୈଜ୍ଞାନିକ ଆସି 50ଲକ୍ଷ ଟଙ୍କା ବ୍ୟୟରେ ପାହାଡ଼ ଉପରେ ନିର୍ମାଣ କରିଥିଲେ 5ଟି ବାଉଁଶ କଟେଜ । 2015 ପର୍ଯ୍ୟନ୍ତ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିଲେ । କିନ୍ତୁ ସଠିକ ପରିଚାଳନା ଅଭାବରୁ ଜରାଜୀର୍ଣ୍ଣ ଏହି କଟେଜ ବନ୍ଦ ହେବା ନେଇ ଆଶଙ୍କା ଦେଖାଦେଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.