କମ ପ୍ରଦୂଷଣକାରୀ ବାଣ ବିକ୍ରିକୁ ଅନୁମତି ମିଳୁ: ବାଣ ବ୍ୟବସାୟୀ ସଂଘ - Cracker traders' associations

🎬 Watch Now: Feature Video

thumbnail

By

Published : Nov 5, 2020, 6:44 PM IST

ଚଳିତ ବର୍ଷ ଦୀପାବଳି ବଜାରରେ ପଡିଛି କୋରୋନା ଚଡକ । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବାଣ ବିକ୍ରିକୁ ମନା କରିଦେଇଛନ୍ତି । ଏଥିଲାଗି ଚିନ୍ତାରେ ପଡିଯାଇଛନ୍ତି ବାଣ ବ୍ୟବସାୟୀ । ବାଣ ବିକ୍ରି ନ ହେଲେ ପରିବାର ପ୍ରତିପୋଷଣ କିପରି କରିବେ, ଏହି ଚିନ୍ତା ସେମାନଙ୍କୁ ଘାରି ବସିଛି । ତେବେ କମ ପ୍ରଦୂଷଣ କରୁଥିବା ଛୋଟ ବାଣକୁ ଅନୁମତି ମିଳିଲେ କିଛି ମାତ୍ରାରେ ରୋଜଗାର କରି ପରିବାର ପୋଷଣ କରିପାରିବେ ବୋଲି କହି ବାଣ ବ୍ୟବସାୟୀ ସଂଘ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.