ନୂଆପଡାରେ 33 କୋରୋନା ପଜେଟିଭ ଚିହ୍ନଟ, ସ୍ଥିତି ପରଖିଲା ଇଟିଭି ଭାରତ... - corona positive
🎬 Watch Now: Feature Video
ନୂଆପଡା: ରାଜ୍ୟରେ କାୟା ବିସ୍ତାର କରୁଛି ମହାମାରୀ କୋରୋନା ଭାଇରସ । ନୂଆପଡା ଜିଲ୍ଲା ବ୍ରାହ୍ମଣପଡା ଗ୍ରାମର ପାଖାପାଖି 33 ଜଣ ଏକାସାଙ୍ଗରେ କୋଭିଡ ପଜେଟିଭି ଚିହ୍ନଟ ହେବା ପରେ ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ତେବେ ଏହାକୁ ନେଇ ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ ସହ ସ୍ଥିତି ପରଖିଛି
ଆମ ଇଟିଭି ଭାରତ ଟିମ । ଏନେଇ ଅଙ୍ଗନୱାଡି କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଆମ ନୂଆପଡା ପ୍ରତିନିଧି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ