ମନିଷ ମାଲହୋତ୍ରାଙ୍କ ନୂଆ ନୁରାନିୟତ ଲେହେଙ୍ଗାରେ ନଜର ଆସିଲେ କ୍ରିତି - କ୍ରିତି ସାନନଙ୍କ ବ୍ରାଇଡାଲ ଲୁକ୍

🎬 Watch Now: Feature Video

thumbnail

By

Published : Aug 25, 2021, 8:21 PM IST

ମୁମ୍ବାଇ: ସୁପରିଚିତ ଡିଜାଇନର ମନିଷ ମାଲହୋତ୍ରାଙ୍କ ନୂଆ ନୁରାନିୟତ ବ୍ରାଇଡାଲ କଲେକ୍ସନରେ ନଜର ଆସିଲେ ବଲିଉଡ ଅଭିନେତ୍ରୀ କ୍ରିତି ସାନନ। ମନିଷ ମାଲହୋତ୍ରାଙ୍କ ଏହି ସିଗ୍ନେଚର ନୁରାନିୟତ ଲେହେଙ୍ଗା ଅତି ନିଖୁଣ କାରିଗରୀରେ ତିଆରି ହୋଇଛି । ଏହି ଲେହେଙ୍ଗା ପିନ୍ଧି ଅତି ଚମତ୍କାର ଦେଖାଇଯାଉଛନ୍ତି କ୍ରିତି ସାନନ । ଏହାକୁ ଖୁବ ପସନ୍ଦ କରିଛନ୍ତି କ୍ରିତି ସାନନଙ୍କ ଫ୍ୟାନ । ସଦ୍ୟ "ମିମି" ଚଳଚ୍ଚିତ୍ରରେ ଦମଦାର ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି କ୍ରିତି ସାନନ । ପରବର୍ତ୍ତୀ "ହମ ଦୋ, ହମାରେ ଦୋ," "ବଚ୍ଚନ ପାଣ୍ଡେ," ଓ "ଭେଡିଆ ଓ ଆଦିପୁରୁଷ" ଚଳଚ୍ଚିତ୍ରରେ ନଜର ଆସିବେ କ୍ରିତି । ଏସବୁ ଚଳଚ୍ଚିତ୍ର ମଧ୍ୟ ଦର୍ଶକଙ୍କ ମନ ଛୁଇଁବ ବୋଲି ସେ ଆଶା ବାନ୍ଧିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.