ASO ପରୀକ୍ଷାରେ ଦୁର୍ନୀତି, ଜୁଡ଼ିସିଆଲ ତଦନ୍ତ ଦାବି କଲେ ସୁର ରାଉତରାୟ - ASO ପରୀକ୍ଷାରେ ଦୁର୍ନୀତି

🎬 Watch Now: Feature Video

thumbnail

By

Published : Nov 24, 2022, 8:23 AM IST

Updated : Feb 3, 2023, 8:33 PM IST

କେନ୍ଦ୍ରାପଡା: ରାଜ୍ୟ ସରକାରଙ୍କ ASO ପରୀକ୍ଷାରେ ଦୁର୍ନୀତି ମାମଲା । ଓଡିଶା ଲୋକ ସେବା ଆୟୋଗର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି (OPSC Chairman Satyajit Mohanty)ଙ୍କ ମନ୍ତବ୍ୟକୁ ଆଗ୍ରହ୍ୟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଦୁର୍ନୀତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସୁର ରାଉତରାୟ।
Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.