thumbnail

By

Published : Oct 25, 2022, 9:53 AM IST

Updated : Feb 3, 2023, 8:30 PM IST

ETV Bharat / Videos

ଆଲୋକର ପର୍ବ ଦୀପାବଳି ପାଳିଲେ ରାଜଧାନୀବାସୀ

ଆଲୋକର ପର୍ବ ଦୀପାବଳି । ଏହାକୁ ନେଇ ଉତ୍ସବମୁଖର ପୁରପଲ୍ଲୀ । ଦୀର୍ଘଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ବେଶ୍ ଧୁମଧାମରେ ପାଳନ କରିଛନ୍ତି ରାଜଧାନୀବାସୀ । ରଙ୍ଗବେରଙ୍ଗ ଆଲୁଅରେ ଝଲସି ଉଠୁଛି ସହର । ଏନେଇ ଭୁବନେଶ୍ବର ଶୈଳଶ୍ରୀ ବିହାରରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ଏଠାରେ ବେଶ ଧୁମଧାମରେ ପାଳନ କରିଛନ୍ତି ଅଞ୍ଚଳବାସୀ । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.