ଛଟ୍ ପୂଜା ପାଳିଲେ ଝାରସୁଗୁଡ଼ାବାସୀ, ବିଭିନ୍ନ ଜଳାଶୟରେ ବ୍ରତଧାରୀଙ୍କ ଭିଡ
🎬 Watch Now: Feature Video
ଝାରସୁଗୁଡ଼ା: ଜିଲ୍ଲାରେ ବେଶ ଆଡ଼ମ୍ବରରେ ପାଳିତ ହୋଇଛି ବିହାରି ସମ୍ପ୍ରଦାୟଙ୍କ ଛଟ ପୂଜା । ଝାରସୁଗୁଡ଼ା ସହରର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ, ଚୌକିପଡ଼ା, ପୁରୁଣାବସ୍ତି, ବେହେରାମାଲ ଅଞ୍ଚଳର ବ୍ରତାଧାରୀମାନେ ବିଭିନ୍ନ ପୋଖରୀ ଏବଂ ଇବନଦୀ କୂଳରେ ଅସ୍ତଗାମୀ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରି ଆରଧନା କରିଛନ୍ତି । ଏହି ଅବସରରେ ପୋଖରୀମାନଙ୍କରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲଖିତ ହୋଇଥିଲା।
ଇଟିଭି ଭାରତ, ଝାରସୁଗୁଡ଼ା
Last Updated : Feb 3, 2023, 8:30 PM IST