କଟକ ବିଜେପି ମେୟର ପ୍ରାର୍ଥୀ ଶ୍ରୀତମ ଦାସଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର - etv bharat exclusive interview with cmc mayor candidate sritam
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14654659-thumbnail-3x2-p.jpg)
କଟକ: ସିଏମସି ନିର୍ବାଚନ ପାଇଁ ବିଜେପିର ମେୟର ପ୍ରାର୍ଥୀ ହୋଇଛନ୍ତି ଅଭିନେତା ଶ୍ରୀତମ ଦାସ । ଜଣେ ଅଭିନେତା ଭାବରେ ଯଦିଓ ପ୍ରତ୍ୟକ୍ଷ ଭାବରେ ରାଜନୀତିରେ ସକ୍ରିୟ ଥିଲେ । ତେବେ ପ୍ରଥମ ଥର ପାଇଁ ସେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ତେବେ କିପରି ରହିବ ରଣନୀତି ? ବିଜେଡିକୁ ଟକ୍କର ଦେବେ କି ଶ୍ରୀତମ । ମେୟର ହେଲେ ସହରବାସୀଙ୍କ ପାଇଁ କଣ କରିବେ । ଏନେଇ ଶ୍ରୀତମଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।
Last Updated : Feb 3, 2023, 8:18 PM IST