MahaShivratri: ଶିବରାତ୍ରିରେ କାହିଁକି ରଖାଯାଏ ଉପବାସ ? ଜାଣନ୍ତୁ

By

Published : Mar 1, 2022, 5:08 PM IST

Updated : Feb 3, 2023, 8:18 PM IST

thumbnail
କଟକ: ଆଜି(ମଙ୍ଗଳବାର) ପବିତ୍ର ଜାଗର । ରାଜ୍ୟର ସମସ୍ତ ଶୈବପୀଠରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଜମିଛି । ଗତ ଦୁଇ ବର୍ଷ କୋଭିଡ଼ କଟକଣା ପାଇଁ ମନ୍ଦିରରେ ଦୀପ ଜାଳିବାକୁ ବାରଣ କରାଯାଇଥିଲାବେଳେ ଚଳିତ ବର୍ଷ ମନ୍ଦିରରେ ପୂଜା ପାଇଁ ଅନୁମତି ମିଳିଛି । କୋଭିଡ଼ କଟକଣା ମାନି ଧାଡ଼ିରେ ରହି ପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତମାନେ । ତେବେ ହଜାର ବର୍ଷର ମନ୍ଦିର ପରମହଂସନାଥ ମନ୍ଦିରରେ ବି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଲାଇନରେ ରହି ଦର୍ଶନ କରୁଛନ୍ତି ଭକ୍ତ ମାନେ । ଶିବରାତ୍ରିରେ ଅନେକ ଶ୍ରଦ୍ଧାଳୁ ଉପବାସ ମଧ୍ୟ ରଖିଥାନ୍ତି । ଆପଣ ଏହାର କାରଣ ଜାଣିଛନ୍ତି କି ? ତେବେ ଏନେଇ ପରମହଂସନାଥ ମନ୍ଦିର ପରିସରରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.