ଧାନ ରୋଇଲେ ରାଜ୍ୟସଭା ସାଂସଦ, ଦେଖନ୍ତୁ ଭିଡିଓ - ଧାନ ରୋଇଲେ ରାଜ୍ୟସଭା ସାଂସଦ
🎬 Watch Now: Feature Video

ରାୟପୁର: ଚାଷ ଜମିରେ ଧାନ ରୋଇଲେ ରାଜ୍ୟସଭା ସାଂସଦ । ଛତିଶଗଡ ପ୍ରଦେଶ ମହିଳା କଂଗ୍ରେସର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଫୁଲୋ ଦେବୀ ନେମାତ କ୍ଷେତକୁ ଯାଇ ନିଜେ ଧାନ ରୋଉ ଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଜନସାଧାରଣଙ୍କର ସ୍ବର ଉତ୍ତୋଳନ କରିବା ପରେ ସାଂସଦ ଅବଶିଷ୍ଟ ସମୟରେ ଚାଷ କାର୍ଯ୍ୟ କରୁଥିବା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ଚାଷୀ ଝିଅ ଏବଂ ଚାଷ କରିବାକୁ ଖୁବ ଗର୍ବ ଅନୁଭବ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ