ବନ୍ଦବେଳେ ବିନା ହେଲମେଟରେ ଶୋଭାଯାତ୍ରା, ବିକ୍ଷୋଭକାରୀଙ୍କ ଘରକୁ ଯିବ ଟ୍ରାଫିକ ଚାଲାଣ - ବନ୍ଦ ବେଳେ ବିନା ହେଲମେଟରେ ଶୋଭାଯାତ୍ରା ଘଟଣା

🎬 Watch Now: Feature Video

thumbnail

By

Published : Dec 8, 2020, 5:06 PM IST

ଭୁବନେଶ୍ବର: ମହଙ୍ଗା ପଡିପାରେ ଭାରତ ବନ୍ଦରେ ବିନା ହେଲମେଟରେ ବାଇକ ଚଲାଇ ଶୋଭାଯାତ୍ରା । ଫାଇନ ବାବଦକୁ ଏପରି କରିଥିବା ବିକ୍ଷୋଭକାରୀଙ୍କୁ ଘରକୁ ଯିବ ଟ୍ରାଫିକ ଚାଲାଣ । ଏନେଇ ସିସିଟିଭିରେ ବିକ୍ଷୋଭକାରୀଙ୍କ ବାଇକ ନମ୍ବର ଚିହ୍ନଟ ନେଇ ଫାଇନ ପ୍ରକ୍ରିୟା ଆରମ୍ଭ କରିଛି କମିଶନରେଟ ପୋଲିସ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ଇ-ଚାଲାଣ ପଠାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଶୁଂ ଷଡଙ୍ଗୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.