ମାର୍କେଟ ଅପଡେଟ: ପ୍ରଫିଟରେ ବନ୍ଦ ବଜାର, ମହଙ୍ଗା ପେଟ୍ରୋଲ - ମହଙ୍ଗା ପେଟ୍ରୋଲ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8641714-thumbnail-3x2-market.jpg)
ମୁମ୍ବାଇ: କାରବାର ସପ୍ତାହର ଦ୍ବିତୀୟ ଦିନରେ ମଙ୍ଗଳବାର ଘରୋଇ ସେୟାର ବଜାରର ଦୁଇ ପ୍ରମୁଖ ସୂଚକାଙ୍କ ସେନସେକ୍ସ ଓ ନିଫ୍ଟି ବୃଦ୍ଧି ସହ ବନ୍ଦ ହୋଇଛି । ବିଏସଇ ସେନସେକ୍ସ 272.51 ପଏଣ୍ଟ ବୃଦ୍ଧି ପାଇ 38,900.80ରେ କାରବାର ବନ୍ଦ ହୋଇଛି । ସେହିପରି ଏନଏସଇ ନିଫ୍ଟି 82.75 ପଏଣ୍ଟ ଉଛୁଳି 11,470.25ରେ ପହଞ୍ଚିଛି । ସେପଟେ ପେଟ୍ରୋଲ ଦାମ ମଙ୍ଗଳବାର ପୁଣି ବୃଦ୍ଧି ପାଇଛି । ହେଲେ ଡିଜେଲ ଦାମ ସ୍ଥିର ରହିଥିଲା ।