ଭାରତର ଐତିହାସିକ ବିଜୟ, ରୁପିନ୍ଦର ସିଂହ ପାଲ୍ଙ୍କ ପରିବାର ସଦସ୍ୟଙ୍କ ପ୍ରତିକ୍ରିୟା - ଭାରତୀୟ ହକି ଟିମ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12678726-thumbnail-3x2-india.jpg)
ଫରିଦକୋଟ (ପଞ୍ଜାବ): ଭାରତୀୟ ଡ୍ରାଗ ଫ୍ଲିକର ଓ ଅଲମ୍ପିକ ବ୍ରୋଞ୍ଜ ପଦକ ବିଜେତା ହକି ଟିମର ସଦସ୍ୟ ରୁପିନ୍ଦର ପାଲ୍ ସିଂହଙ୍କ ଘରେ ଉତ୍ସବର ମାହୋଲ । ଇଟିଭି ଭାରତ କ୍ୟାମେରାରେ କଏଦା ହୋଇଛି ରୁପିନ୍ଦରଙ୍କ ଘରେ ଚାଲିଥିବା ଉତ୍ସବରର ଦୃଶ୍ୟ । ଭାରତୀୟ ପୁରୁଷ ହକି ଟିମ ଜର୍ମାନୀକୁ ୫-୪ରେ ହରାଇ ୪୧ ବର୍ଷ ପରେ ହକିରେ ଅଲମ୍ପିକ ପଦକ ଜିତିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ