ଦିଲ୍ଲୀ ଦଙ୍ଗାକୁ ବର୍ଷେ, ରାଜଧାନୀ ଛାତିରେ ଜଳିଥିଲା ନିଆଁ

By

Published : Feb 24, 2021, 12:03 PM IST

Updated : Feb 24, 2021, 12:59 PM IST

thumbnail

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଦଙ୍ଗାକୁ ପୂରିଛି ଏକ ବର୍ଷ। ଯାହା ଭାରତ ଇତିହାସରେ ଏକ କଳାଦିନ ଭାବେ ସ୍ଥାନିତ ହେବା ସହ ଦେଶର ରାଜଧାନୀକୁ ଖୁବ୍ ଆଘାତ ଦେଇଥିଲା। ସମୟ ସହ ସବୁ ବିତି ଚାଲିଥିବା ବେଳେ ଦଙ୍ଗାରେ ପ୍ରାଣ ହରାଇଥିବା ପ୍ରିୟ ପରିଜନଙ୍କୁ ଆଜି ବି ଝୁରୁଛନ୍ତି ସମ୍ପର୍କୀୟ। ଏହି ଦଙ୍ଗାରେ 53 ଜଣ ପ୍ରାଣ ହରାଇଥିଲେ। ତେବେ 23 ଫେବୃୟାରୀ ସନ୍ଧ୍ୟାରେ ସିଏଏକୁ ବିରୋଧ କରି ଉତ୍ତର ପୂର୍ବ ଦିଲ୍ଲୀରେ ଦଙ୍ଗା ଆରମ୍ଭ ହୋଇଥିଲା।

Last Updated : Feb 24, 2021, 12:59 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.