ଚେନ୍ନାଇ ପାଣି..ପାଣି: 14 ମୃତ, ଲକ୍ଷାଧିକ ପ୍ରଭାବିତ - chennai weather

🎬 Watch Now: Feature Video

thumbnail

By

Published : Nov 11, 2021, 6:02 PM IST

ଚେନ୍ନାଇ:୪ ଦିନର ଲଗାଣ ବର୍ଷାରେ ବେହାଲ ଚେନ୍ନାଇ ସହର । ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୧୪ ଜଣ । ରେଳ ଓ ବିମାନ ସେବା ବନ୍ଦ । ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ରହିଲା ଚେନ୍ନାଇ ବିମାନ ବନ୍ଦର । ଏବେବେ ୬୫ ହଜାରରୁ ଉର୍ଦ୍ଧ୍ବ ଘର ଅନ୍ଧାର । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର ଓ ରିଲିଫ କାର୍ଯ୍ୟ । ଆଗାମି କିଛି ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଜାରି ରହିବା ନେଇ ପାଣିପାଗ ସୂଚନା । ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.