ସେରମ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡରେ ଆଖି ବୁଜିଲେ 5 - ପୁଣେ ସେରମ ଇନଷ୍ଟିଚ୍ଯୁଟ ଅଫ ଇଣ୍ଡିଆ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10330295-thumbnail-3x2-firebreak.jpg)
ପୁଣେ:ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟିଛି । ଇନଷ୍ଟିଚ୍ୟୁଟର 1 ନମ୍ବର ଟର୍ମିଲାଲ ଗେଟରେ ନିଆଁ ଲାଗିଛି । ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଦମକଳଗାଡି ପହଞ୍ଚିସାରିଛି । ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । କୋଭିସିଲ୍ଡର ଟିକା ପ୍ରସ୍ତୁତ କରୁଛି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ତେବେ ଏହି ଅଗ୍ନିକାଣ୍ଡରେ 5ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।