ଜୀବନକୁ ବାଜି ଲଗାଇ ଗ୍ରାହକ ସେବାରେ ବିଦ୍ୟୁତ କର୍ମଚାରୀ - ଜମ୍ମୁ ଓ କାଶ୍ମୀର କର୍ମଚାରୀ
🎬 Watch Now: Feature Video

ଶ୍ରୀନଗର: ପ୍ରବଳ ତୁଷାରପାତରେ ମଧ୍ୟ ନିଜ କାର୍ଯ୍ୟକୁ ନିରବଚ୍ଛିନ୍ନତା ସହ କରି ଚାଲିଛନ୍ତି କାଶ୍ମୀର ବିଦ୍ୟୁତ ବିଭାଗ କର୍ମଚାରୀ। ତୁଷାରପାତ ଯୋଗୁଁ ବିଦ୍ୟୁତ ତାର ସଜାଡ଼ିବାକୁ ନିଜ ଜୀବନକୁ ବାଜି ଲଗାଇ ଗ୍ରାହକଙ୍କ ଘରକୁ ବିଦ୍ୟୁତ ଯୋଗାଇବାରେ ବ୍ୟସ୍ତ। କାଶ୍ମୀର ଉପତ୍ୟାକାରୁ ଏଭଳି ଏକ ଭିଡିଓ ଭାଇରାଲ ହେବା ପରେ ପ୍ରଶଂସା ସାଉଁଟୁଛନ୍ତି ଏହି କର୍ମଚାରୀ।
Last Updated : Jan 8, 2021, 7:52 PM IST