Parliament Winter Session: CBSE ପ୍ରଶ୍ନପତ୍ର ନେଇ କଂଗ୍ରେସ ଅଧ୍ୟକ୍ଷାଙ୍କ ଆପତ୍ତି - Congress interim chief Sonia Gandhi in Lok Sabha
🎬 Watch Now: Feature Video

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ (Parliament Winter Session) ଆଜି ଥିଲା ଏକାଦଶ ଦିନ । ରାଜ୍ୟସଭାରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଥିବା ବେଳେ, ଲୋକସଭା ଥିଲା ସ୍ବାଭାବିକ । ପ୍ରଶ୍ନକାଳ ଓ ଶୂନ୍ୟକାଳ ମଧ୍ୟ ସ୍ବାଭାବିକ ଚାଲିଲା । ତେବେ ନାଗାଲାଣ୍ଡ ଗୁଳିକାଣ୍ଡକୁ ନେଇ କିଛି ସମୟ ବିରୋଧୀ ହଟ୍ଟଗୋଳ କରିଥିଲେ । ଲୋକସଭାରେ ସୋନିଆ ଗାନ୍ଧୀ ଶିକ୍ଷା ମନ୍ତ୍ରଣାଳୟ ଓ CBSE କୁ ନେଇ ପ୍ରଶ୍ନ କରିଥିଲେ । ଏହାସହ CBSE ଦଶମ ଇଂଗ୍ରାଜୀ ପ୍ରଶ୍ନକୁ ନେଇ ଉଠିଥିବା ବିବାଦ ପାଇଁ ସରକାର କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ।
TAGGED:
Parliament Winter Session