ଓଡିଶା

odisha

ETV Bharat / videos

ମହମାୟାଙ୍କ ମହାଷ୍ଟମୀ: ଅଷ୍ଟମୀରେ କାହିଁକି ପଡ଼େ ବଳି ? ସନ୍ଧି ପୂଜା କ'ଣ ? ଆସନ୍ତୁ ଜାଣିବା

By ETV Bharat Odisha Team

Published : 4 hours ago

କଟକ: ଆଜି ମହମାୟାଙ୍କ ମହାଷ୍ଟମୀ । ଏହି ଅବସରରେ କଟକର ସମସ୍ତ ପୂଜା ମଣ୍ଡପରେ ରୀତିନୀତି ଅନୁଯାୟୀ ପୂଜା କରାଯାଉଛି । ପୂଜକଙ୍କ ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ପୂଜାମଣ୍ଡପ । ଆଜି ବ୍ରତଧାରୀ ମାନେ ଅଷ୍ଟମୀ ବ୍ରତ କରିବାର ପରମ୍ପରା ରହିଛି । ସେଥିପାଇଁ ଆଜି ସମସ୍ତ ମଣ୍ଡପ ଆଗରେ ବ୍ରତଧାରୀଙ୍କ ଭିଡ଼ ଜମିଛି । ଅଷ୍ଟମୀ ଦିନ ସନ୍ଧି ପୂଜାର ମଧ୍ୟ ପରମ୍ପରା ରହିଛି । କୁଷ୍ମାଣ୍ଡ ବଳିର ବି ପ୍ରଥା ରହିଛି । ତେବେ କାହିଁକି ମା'ଙ୍କ ପାଖରେ କୁଷ୍ମାଣ୍ଡ ବଳି ପକାଯାଏ ? ସନ୍ଧି ପୂଜା ସମୟରେ କାହିଁକି ପରଦା ପକାଯାଏ ? ବ୍ରତଧାରୀ ମାନେ କାହିଁକି ଅଷ୍ଟମୀରେ କେବଳ ବ୍ରତ କରିଥାନ୍ତି ? ଅଷ୍ଟମୀ ପୂଜାର ରୀତିନୀତି କଣ ! ଏହି ତମାମ ପ୍ରସଙ୍ଗରେ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

ଏହା ମଧ୍ୟ ପଢନ୍ତୁ.....ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛାଡ଼ କଲେ ଭଡ଼ା 

ଇଟିଭି ଭାରତ, କଟକ

ABOUT THE AUTHOR

...view details