ପ୍ରଥମ ପର୍ଯ୍ୟାୟରେ ଅନୁଗୋଳରେ ବିଜେଡି ବାଜିମାତ, ବୌଦ୍ଧରେ ସମାନ୍ତରାଳରେ ବିଜେପି-ବିଜେଡି

By

Published : Feb 27, 2022, 11:05 AM IST

Updated : Feb 3, 2023, 8:17 PM IST

thumbnail
ଅନୁଗୋଳ/ବୌଦ୍ଧ: ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଦ୍ଵିତୀୟ ଦିନରେ 8ଟି ବ୍ଲକର 8ଟି ଜୋନରେ ଗଣନା ପ୍ରକ୍ରିୟା ଚାଲିଛି। ତେବେ ଗତକାଲି (ଶନିବାର) ଠାରୁ ତାଳଚେର ବ୍ଲକର 18ନଂ ଜୋନର ଚାଲିଥିବା ଭୋଟ ଗଣତି ଏଯାଏ ଶେଷ ହୋଇ ନାହିଁ । ସେହିପରି ଦ୍ବିତୀୟ ଦିନରେ ବୌଦ୍ଧ ଜିଲ୍ଲାରେ ଜାରି ରହିଛି ଭୋଟ ଗଣତି। ଏଥିସହ ପ୍ରଥମ ଦିନର ଫଳାଫଳ ପ୍ରକାଶ ପାଇଛି। ତେବେ ପଦ୍ମଗଡ଼ରେ ଶଙ୍ଖ ବାଜିଥିବା ବେଳେ ଶଙ୍ଖଗଡ଼ରେ ପଦ୍ମ ଫୁଟିଛି । ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଓ ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.