ରିଲିଜ ହେଲା ସଂଗୀତ ଉତ୍କଳ ଜନନୀ ମମତା ମୟୀ - ଉତ୍କଳ ଦିବସ ସଂଗୀତ
🎬 Watch Now: Feature Video
ଭୁବନେଶ୍ବର: ଉତ୍କଳ ଦିବସ ଉପଲକ୍ଷେ ରିଲିଜ ହେଲା ଓଡ଼ିଆ ସଂଗୀତ ଉତ୍କଳ ଜନନୀ ମମତା ମୟୀ । ଅନନ୍ତ ବଳିଆ ଟ୍ରଷ୍ଟ ଦ୍ୱାରା ରେକର୍ଡ କରାଯାଉଥିବା ଏହି ଓଡ଼ିଆ ସାଂସ୍କୃତିକ ସଙ୍ଗୀତ ବିଶ୍ୱର ୩୦ଟି ଦେଶରେ ରିଲିଜ୍ ହୋଇଛି । ଓଡିଶାର ବହୁ ସୁନାମଧନ୍ୟ କଣ୍ଠଶିଳ୍ପୀ କଣ୍ଠଦାନ କରିଛନ୍ତି । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST