thumbnail

By

Published : Jun 21, 2022, 8:55 PM IST

ETV Bharat / Videos

Watch Video: ପାଣି ଭିତରେ ଯୋଗକରି ଚର୍ଚ୍ଚାରେ ଯୁବକ

ନିଆଳି: ପାଣି ଭିତରେ ଯୋଗକରି ଚର୍ଚ୍ଚାରେ ଯୁବକ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ନରିଶୋ ଅଞ୍ଚଳର ସ୍ବନେଶ୍ବର ମୁଦୁଲି ପାଣିରେ କରୁଛନ୍ତି ଭିନ୍ନ ପ୍ରକାରର ଯୋଗ । ପ୍ରାୟ ଦେଢ଼ ମିନିଟ ପାଣି ଭିତରେ ମୁଣ୍ଡ ରଖିବା ସହ ଗୋଡ ଉପରକୁ କରି ଯୋଗ କରୁଛନ୍ତି । ତେବେ ସେ ବିଭିନ୍ନ ଅଞ୍ଚଳରେ ଯୋଗ ଶିକ୍ଷା ମଧ୍ୟ ଦେଇଥାନ୍ତି । ପାଣିରେ ପହଁରିବା ସହ ଯୋଗ କରିଥାନ୍ତି ସ୍ବନେଶ୍ବର । ଦେଖନ୍ତୁ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସ୍ବନେଶ୍ବର ପାଣିରେ ଯୋଗ କରିବା ସମୟର କିଛି ଦୃଶ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.