Watch video: ନାଚୁଛନ୍ତି ନାଗନାଗୁଣୀ - ନାଚୁଛନ୍ତି ନାଗନାଗୁଣୀ
🎬 Watch Now: Feature Video
ବରଗଡ଼ : ନାଗ ନାଗୁଣୀଙ୍କ ଖେଳଖେଳୁଥିବାର ବିରଳ ଦୃଶ୍ୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ବରଗଡ଼ ତେଲେନଟିକ୍ରା ଠାରେ l ଦୀର୍ଘ ସମୟ ଧରି ଦୁଇ ସାପଙ୍କ ଖେଳ ଲାଗିରହିଥିଲା l ବରଗଡ଼ ସହରରୁ ୩ କିଲୋମିଟର ଦୂରରେ ତେଲେନଟିକ୍ରା ଠାରେ ରାସ୍ତାକଡ଼ରେ ଏକ ଯୋଡ଼ି ନାଗ, ନାଗୁଣୀ ବହୁ ସମୟ ପର୍ଯ୍ୟନ୍ତ ନିଜ ନିଜ ଭିତରେ ଗୋଡ଼େଇହୋଇ ଖେଳୁଥିଲେ । ଇଟିଭି ଭାରତ, ବରଗଡ଼